Thursday , February 2 2023
Breaking News
Home / ବିଶେଷ / ୪୦ ତମ ବାର୍ଷିକ ଶ୍ରୀମଦ୍ଭାଗବଦ୍ ଗୀତା ଜୟନ୍ତୀ ପାଳିତ

୪୦ ତମ ବାର୍ଷିକ ଶ୍ରୀମଦ୍ଭାଗବଦ୍ ଗୀତା ଜୟନ୍ତୀ ପାଳିତ

ନିରାକାରପୁର, ୫/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ରାମ ଦୟା ପରିଷଦ ପକ୍ଷରୁ ରାମ ମନ୍ଦିର ରେ ୪୦ ତମ ଶ୍ରୀମଦ୍ ଭଗବତ ଗୀତା ଗୀତା ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। କାର୍ଯ୍ୟଵିଧଧି ଅନୁଯାୟୀ ସକାଳୁ ଅଠର ହଜାର ଗିତା ପଠନ କରାଯାଇ ପ୍ରତି ପଦରେ ଆହୁତି ଦିଆଯାଇଥିଲା ଏବଂ ବିଶ୍ବର ମଙ୍ଗଳ ନିମନ୍ତେ ଏକ ଯଜ୍ଞ ଆହୁତି କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ପରିଷଦର ସମସ୍ତ କର୍ମକର୍ତ୍ତା ଅଞ୍ଚଳ ର ବହୁ ଭକ୍ତ ଗଣ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ପ୍ରଭୁକ୍ରୃପା ଲାଭ କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଭକ୍ତ ମାନଂକୁ    ପ୍ରସାଦ ବଣ୍ଟନ କରାଯାଇଥିଲା।

 

Leave a Reply

Your email address will not be published.