ନିରାକାରପୁର, ୪/୧୨/୨୦୨୨(ଓଡ଼ିଶା ସମାଚାର)- ମହିଳା ଏଲଆଇସି ଏଜେଣ୍ଟଙ୍କ ସାହସିକତା। ଏନଏଚ ଲୁଟେରାଙ୍କୁ ଦେଲେ ପାନେ ।ବାଇକ୍ ରୁ ପଡି ମହିଳା ଗୁତୁତର ଆହତ ହୋଇଛନ୍ତି।.ଗୁରୁତର ଆହତ ମହିଳାଙ୍କ ନାମ ମମତା ମୁଦୁଲି.।ଘର ବଡ ପୋଖରିଆ କଣ୍ଠପୁର ଗ୍ରାମରେ.।ମହିଳା ଜଣକ ନିଜର ଜଣେ ସଂପର୍କିୟଙ୍କ ସହ ଏଲ ଆଇ ସି କାମରେ ବାଇକ୍ ରେ ବସି ଯାଉଥିବା ବେଳେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ନିକଟରେ ଏକ ପଲସର ବାଇକ୍ ରେ ଦୁଇ ଜଣ ଦୁର୍ବୁତ ତାଙ୍କ ଗାଡିକୁ ଫଲୋ କରିଥିଲେ।ମହିଳାଙ୍କ ଭ୍ୟାନିଟ୍ ଭିଡିବା ବେଳେ ମହିଳା ଜଣଙ୍କ ଲୁଟେରାଙ୍କ ବାଇକ୍ କୁ ମାରିଲେ ଗୋଇଠା । ଭାରସାମ୍ୟ ହରାଇ ଲୁଟେରା ଜୀବନ ଧରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ହେଲେ ମହିଳା ଜଣକ ବାଇକ୍ ରୁ ପଡି ଲହୁ ଲୁହାଣ.ହୋଇଛନ୍ତି ।ଟଙ୍କା ପଇସା ସହ ମହିଳା ସୁରକ୍ଷିତ ଅଛନ୍ତି।