ଭୁବନ ୨/୧୨/୨୦୨୨(ଓଡ଼ିଶା ସମାଚାର)-ଭୁବନ ତୈଳିକ ବୈଶ୍ୟ ସମାଜ ତରଫରୁ ସାଂସଦ ମହେଶ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତୈଳିକ ସମାଜର କର୍ମକର୍ତା ଙ୍କ ଉପସ୍ଥିତିରେ ସଭାପତି ବାଳକୃଷ୍ଣ ସାହୁ ସାଂସଦ ମହେଶ ସାହୁ ଙ୍କୁ ପୁଷ୍ପଗୁଚ୍ଛ , ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।