Sunday , January 29 2023
Breaking News
Home / ବିଶେଷ / ସ୍ତ୍ରୀ ର ଏକାଦଶାହ କାର୍ୟ୍ୟ ଚାଲିଥିବା ବେଳେସ୍ୱାମୀ କୁ ଉଠାଇ ନେଲା ପୋଲିସ

ସ୍ତ୍ରୀ ର ଏକାଦଶାହ କାର୍ୟ୍ୟ ଚାଲିଥିବା ବେଳେସ୍ୱାମୀ କୁ ଉଠାଇ ନେଲା ପୋଲିସ

 ନିଶ୍ଚିନ୍ତକୋଇଲି,୦୧/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ନେମାଳ ଥାନା ମଙ୍ଗଳ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀ ର ଏକାଦଶାହ କର୍ମ ଚାଲିଥିବା ବେଳେ ସ୍ୱାମୀକୁ ଉଠାଇ ନେଲା ପୋଲିସ । ମଙ୍ଗଳପୁର ଗ୍ରାମର ରୁଦ୍ର ପ୍ରସାଦ ମହାନ୍ତି କୁ କେନ୍ଦ୍ରାପଡ଼ା ଭଗବାନ ପୁର ଗ୍ରାମର ଅଧୀର ସ୍ୱାଇଁ ଙ୍କ ଝିଅ ସୁଭଦ୍ରା  ୨୦୧୯ ରେ ବୈଦିକ ମତେ ବିବାହ କରିଥିଲେ । ମାତ୍ର ସ୍ତ୍ରୀ ମୃତ୍ୟୁ ର ୧୦ ଦିନ ପରେ ବାପଘର ଲୋକ ଝିଅ ମୃତ୍ୟୁ ସମ୍ପର୍କରେ ଖବର ପାଇଥିଲେ । ଝିଅ କୁ ହତ୍ୟା କରାଯାଇଥିବା ନେଇ ସୁଭଦ୍ରା ର ବାପା ଅଧୀର ନେମାଳ ଥାନାରେ ଏତଲା ଦେବାପରେ ପୋଲିସ ସ୍ୱାମୀ ରୁଦ୍ର ପ୍ରସାଦ କୁ ଗିରଫ କରିଛି । ପୋଲିସ ଉକ୍ତ ଘଟଣା ର ତଦନ୍ତ ଚଳାଇଛି ।

Leave a Reply

Your email address will not be published.