Sunday , January 29 2023
Breaking News
Home / ବିଶେଷ / ଆଲୋକିତ ହେଲା ଗ୍ରାମ ର କୁଅ ଓ ସ୍ମଶାନ ସ୍ଥଳ 

ଆଲୋକିତ ହେଲା ଗ୍ରାମ ର କୁଅ ଓ ସ୍ମଶାନ ସ୍ଥଳ 

 ନିରାକାରପୁର, ୦୧/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା   ଟାଙ୍ଗୀ ବ୍ଲକ୍ ଡିଆ ଗ୍ରାମ ପଞ୍ଚାୟତ କପିଳେଶ୍ୱର ପିଠ ସ୍ଥାନ ନିକଟରେ ଥିବା ଗାଁ ସ୍ମଶାନ ଓ କୋଲ ସାହି ଗ୍ରାମରେ ଥିବା ଏକ ବ୍ୟବହୃତ କୁଅ ନିକଟରେ ହାଇମାକ୍ସ ଲାଇଟ୍ ଲଗାଯାଇଛି ।ସୁଚନା ଅନୁଯାୟୀ କୋଲସାହି ଗ୍ରାମ ର ଜୁବ ସମାଜ ସେବୀ ରଞ୍ଜନ ଦାଶ ଙ୍କ ସହଯୋଗ ରେ ଡିଆ ପଞ୍ଚାୟତ ବାବା କପିଳେଶ୍ୱର ଙ୍କ ପିଠ ନିକଟ ସ୍ମଶାନ ସ୍ଥଳ ଓ କୋଲସାହି ଗ୍ରାମ ର କୁଅ ସ୍ଥାନ ରେ ହାଇମାକ୍ସ ଲାଇଟ୍ ବଲ ଲଗାଯାଇଛି ଶ୍ରି ଦାଶ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ଲାଇଟ୍ ର ମୁଲ୍ୟ ୩ ,୦୦୦ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି କହିଥିଲେ ଲୋକଙ୍କ ସୁବିଧା ପାଇଁ ଗାଁ ଠାରୁ ସ୍ମଶାନ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା କୁ ଦୁର କରି ବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ।

Leave a Reply

Your email address will not be published.