Thursday , June 8 2023
Breaking News
Home / ବିଶେଷ / ରାଜ୍ୟସ୍ତରୀୟ ସଂସ୍କୃତ ସମ୍ମିଳନୀରେ ପଣ୍ଡିତ କୃପାସିନ୍ଧୁ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ରାଜ୍ୟସ୍ତରୀୟ ସଂସ୍କୃତ ସମ୍ମିଳନୀରେ ପଣ୍ଡିତ କୃପାସିନ୍ଧୁ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

 ନିରାକାରପୁର,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ସଂସ୍କୃତ ସମ୍ମିଳନୀ ବୈଦିକ ସଂସ୍କୃତି ପରିଷଦ, ନଟବରପୁର ଶାସନ, ଖଣ୍ଡପଡ଼ା, ନୟାଗଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ସଂସ୍କୃତ ପଣ୍ଡିତ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଦେଈ ସମ୍ବର୍ଦ୍ଧିତ କରାଯାଇଛି। ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଅଧ୍ୟକ୍ଷ ଡଃ କୃପାସିନ୍ଧୁ ପଣ୍ଡାଙ୍କୁ ଭାରତର ବହୁ ମାନ୍ୟଗଣ୍ୟ ମୂର୍ଦ୍ଧନ୍ୟ ବିଦ୍ୱାନ ମାନଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ,ଉପଢୌକନ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published.