Sunday , May 28 2023
Breaking News
Home / ବିଶେଷ / ମାନବିକତା ଦେଖାଇଲେ ମୋହନ

ମାନବିକତା ଦେଖାଇଲେ ମୋହନ

ଯାଜପୁର , ୨୮/୧୧/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)-ଏହି ଦୃଶ୍ୟଟି ହେଉଛି ୫୩ନ ରାଜପଥ ଡୁବୁରୀ ଠାରୁ ଚଣ୍ଡିଖୋଲ ର ଏକ ମାର୍କେଟ ଠାରେ । ଜଣେ ମାନସିକ ବିକାର ଗ୍ରସ୍ତ ଲୋକ କୁ ସଫା କରି , ପୋଷାକ ପିନ୍ଧାଇ ଦେଉଛନ୍ତି ମୋହନ । ଖାଲି ସେତିକି ନୁହଁ ଏହି ରାସ୍ତାରେ ପ୍ରତିଦିନ ବହୁ ଅସହାୟ ଲୋକଙ୍କୁ କମ୍ବଳ ମଧ୍ୟ ପ୍ରଦାନ କରନ୍ତି ମୋହନ । ମୋହନ ମହାରଣା ନିଜର ଦୋକାନ ରୁ କାର୍ୟ ସରିବା ପରେ ଆରମ୍ଭ କରିଦିଅନ୍ତି ସାମାଜିକ ସେବା , କିଛି କୂପନ ସଂଗ୍ରହ କରି ସେଥିରୁ ସଂଗୃହିତ ରାଶିକୁ ଗରିବ ଲୋକଙ୍କ ସେବାରେ ବିନିଯୋଗ କରି ସାଧାରଣରେ ବେଶ ପ୍ରନ୍ସସିତ ହୋଇଛନ୍ତି ମୋହନ ।

Leave a Reply

Your email address will not be published.