Thursday , June 1 2023
Breaking News
Home / ବିଶେଷ / ସିର୍ଲୋ ଠାରେ ପବିତ୍ର ଶ୍ରୀମଦ୍ ଭଗବତ କଥା ମହୋତ୍ସବ ଓ ସାନ୍ଧୁସନ୍ଥ ସମ୍ମିଳନୀ

ସିର୍ଲୋ ଠାରେ ପବିତ୍ର ଶ୍ରୀମଦ୍ ଭଗବତ କଥା ମହୋତ୍ସବ ଓ ସାନ୍ଧୁସନ୍ଥ ସମ୍ମିଳନୀ

କଟକ ସଦର, ୨୭/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସିର୍ଲୋ ଵରହମପୁର ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଧର୍ମଜାଗରଣ ସମନ୍ୱୟ କିଶନନଗର ଓ ଉତ୍କଳ ଵିକାଶ ପରିଷଦ କଟକ ସଦର ମିଳିତ ଆନୁକୂଲ୍ୟରେ ଆଜି (ରବିବାର ଦିନ) ୩୦ ତମ ପବିତ୍ର ଶ୍ରୀମଦ୍ ଭଗବତ କଥା ମହୋତ୍ସବ ଓ ସାଧୁସନ୍ଥ ସମ୍ମିଳନୀ ମହା ଆଡ଼ମ୍ବର ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଧର୍ମଜାଗରଣ ପ୍ରାନ୍ତ ସଂସ୍କୃତି ପ୍ରମୁଖ ଡଃ ସ୍ମୃତି ସାଗର ସରସ୍ଵତୀଙ୍କ ପୈ।ରୋହିତ୍ୟରେ ଏବଂ ଉତ୍କଳ ଵିକାଶ ପରିଷଦ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସଂଯୋଜନାରେ ଆୟୋଜିତ କଥାମୃତରେ ପ୍ରଵଚକ ଭାବେ ସାଧୁ ଅମୃତାନନ୍ଦ,ଵାଵା ଦିଵାକର ଦାସ ମହାରାଜ,ତତ୍ୱ।ନନ୍ଦ ପରମହଂସ, ପଣ୍ଡିତ ପ୍ରମୋଦ ପଣ୍ଡା, ପଣ୍ଡିତ ଜଗନ୍ନାଥ ସାହୁ, ପ୍ରଫେସର ଅରୁଣ କୁମାର ପଣ୍ଡା,ମାନସ ପଣ୍ଡା,ତନ୍ମୟ ଦାସ,ଵଳଦେଵ ମହାପାତ୍ର, ଶତୃଘ୍ନ ପଣ୍ଡା, ସତ୍ୟବ୍ରତ ଭଞ୍ଜ,ହରି ଭାଇ, ଦେବେନ୍ଦ୍ର ନାୟକ, ବିଶ୍ୱନାଥ ଦାସ ପ୍ରମୁଖ ଵହୁ ସାଧୁସନ୍ଥ ଯୋଗଦେଇ ‘ ଧର୍ମ ହିଁ ସମାଜ ଗଠନ ଓ ଉନ୍ନତିର ମାପକାଠି ‘ ଵୋଲି କହିଥିଲେ। ପରିଚାଳନାରେ ରଘୁନାଥ ଚୈ।ଧୁରୀ, ଅଭିମନ୍ୟୁ ସାହୁ, ଅଶୋକ ସାହୁ,କଵିଭୁଷଣ ଆଚାର୍ଯ୍ୟ, ପ୍ରଦୀପ୍ତ ଆଚାର୍ଯ୍ୟ,ରଞ୍ଜନ ବିଷୋୟୀ, ସୁରେଶ ଜେନାଙ୍କ ସମେତ ପରିଷଦର ସ୍ୱଛାସେଵୀମାନେ ସହାୟତା କରିଥିଲେ ।

Leave a Reply

Your email address will not be published.