Saturday , December 3 2022
Breaking News
Home / ବିଶେଷ / ସ୍ବର୍ଗତ ଅଜୟ କୁମାର ବାରିକଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସ୍ବର୍ଗତ ଅଜୟ କୁମାର ବାରିକଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କଟକ, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- ଗୁରୁବାର ଦିନ ସନ୍ଧ୍ୟା ରେ କଟକ ମହାନଦୀ ବିହାର ସେଲିବ୍ରେସନ ମଣ୍ଡପ ଠାରେ କଟକ ମହାନଗର ନିଗମର ପୂର୍ବତନ ଡ଼େପୁଟି ମେୟର ତଥା ଜଣେ ପରୋପକାରୀ ଜନନେତା ଏବଂ ବିଜୁ ଜନତା ଦଳର ଜଣେ ସୁଦକ୍ଷ ନେତା ସ୍ବର୍ଗତ ଅଜୟ କୁମାର ବାରିକଙ୍କ ଅକାଳ ବିୟୋଗରେ ଚୌଦ୍ୱାର-କଟକ ବିଜୁ ଜନତା ଦଳ ପକ୍ଷରୁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇ ଅଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମେୟର – ସୁବାସ ସିଂହ, ଡ଼େପୁଟି ମେୟର – ଦମୟନ୍ତୀ ମାଝି, ପୂର୍ବତନ ମେୟର – ସୌମେନ୍ଦ୍ର ଘୋଷ, କଟକ ମହାନଗର ବିଜୁ ଜନତା ଦଳର ସଭାପତି – ମଧୁସୂଦନ ସାହୁ, ପ୍ରେମଚାନ୍ଦ ନାୟକ, ଦେବ ଖୁଣ୍ଟିଆ, ବିଜୟ ସାହୁ, ଶିବେନ୍ଦ୍ର ହାତୀ, ପ୍ରଫୁଲ୍ଲ ବେହେରା, କର୍ପୋରେଟର- ପ୍ରଦୀପ୍ତ ଖୁଣ୍ଟିଆ, ଇଂ ସୁବ୍ରତ ଘଡ଼େଇ, ଅରବିନ୍ଦ ଜେନା, ଜତିନ ବେହେରା, ତାପସ ସାମନ୍ତରାୟ, ସୌଭାଗିନୀ ଜେନା, ପ୍ରଳୟା ବେହୁରା, ପ୍ରମିଳା ମହାନ୍ତି, ଝିଲ୍ଲି ବିହାରୀ, ନଳିନୀ ବେହେରା, ବିଶ୍ୱ ବନ୍ଦିତା ପଣ୍ଡା, ପଦ୍ମିନୀ ସାହୁ, ପ୍ରଦିପ ସାହୁ, ବିଷ୍ଣୁ ଚରଣ ସାହୁ, ଶୁଭେନ୍ଦୁ ସାମଲ, ଚିରଞ୍ଜୟ ସାହୁ, ରମାକାନ୍ତ ଲେଙ୍କା, ତାପସ ମହାନ୍ତି, ରାଜେଶ ରଣା, ବିଷ୍ଣୁ ଚରଣ ସାହୁ, ନିମାଇଁ ବିଶ୍ୱାଳ, ଯୁଧିଷ୍ଠିର ବିଶ୍ୱାଳ, ଆଶିଷ ସ୍ୱାଇଁ, ହିମାଂଶୁ ଷଡ଼ଙ୍ଗୀ, ସ୍ମୃତି ରଞ୍ଜନ ନାୟକ, ସୌମ୍ୟଦୀପ ଘୋଷ, ଅଶୋକ ମିଶ୍ର, ରକେଶ ତ୍ରିପାଠୀ, ଅରୁଣ ରାଓ, ସମୀର ବେହେରା, ନିଳମଣୀ କର, ଜିତେନ୍ଦ୍ର ବେହେରା, ହରିଶଙ୍କର ରାଉତ, ଚିନ୍ମୟ ସାହୁ, ଚନ୍ଦ୍ରକାନ୍ତ ସାହୁ, ଅଚ୍ୟୁତନନ୍ଦ ଘୋଷ, ବିଶ୍ୱଜିତ ସାମଲ, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର – ଜୟଦେବ ଜେନା, ପବିତ୍ର ଭୂୟାଁ, ରଞ୍ଜିତା କାହାଳୀ, ସରୋଜିନୀ ସାହୁ, ଦୀପାଳୀ ବଳା ଭୂୟାଁ, ଦୟାନିଧି ନାୟକ, ଅନିତା ବେହେରା, ରେଣୁକା ମହାନ୍ତି, ମିତାଲି ଭଞ୍ଜ, କଳ୍ପନା ଜେନା, ମନୋରଞ୍ଜନ ସାହୁ, ମୃତ୍ୟୁଞ୍ଜୟ ବେହେରା, ନାଗେଶ୍ଵର ବେହେରା, ଦିଲ୍ଲୀପ କୁମାର ଜେନା, ଉତ୍ତମା ବେହେରା, ଅନୁପମା ବେହେରା,  ଦେବେନ୍ଦ୍ର ବାରିକ୍, ଦେବେନ୍ଦ୍ର କାହାଳୀ, ପ୍ରଦୀପ ବେହେରା, ସୁକାନ୍ତ ସାହୁ, ସଞ୍ଜୟ ଜେନା, ଦୀପକ ସାମନ୍ତରାୟ, ଚନ୍ଦ୍ରକାନ୍ତ ସାହୁ। ପ୍ରମୁଖ ଉପସ୍ଥିତ ରହି  ଶ୍ରଦ୍ଧାଞ୍ଜଳି  ଜଣାଇଥିଲେ ।

Leave a Reply

Your email address will not be published.