Saturday , December 3 2022
Breaking News
Home / ବିଶେଷ / ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ

ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ

ଭୁବନେଶ୍ୱର, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ଉଚ୍ଚନ୍ୟାୟାଳୟକୁ କଟକ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଶହ ଶହ ଆଇନଜୀବୀ ଧାରଣା ଦେଇଛନ୍ତି । ଏହାଛଡ଼ା ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା କରିବାକୁ ଦାବି କରି ଆଇନଜୀବୀମାନେ ଜିଲ୍ଲା ଜଜଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇଛନ୍ତି।

Leave a Reply

Your email address will not be published.