କେନ୍ଦ୍ରାପଡ଼ା, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜ ଏନସିସି ଆଲୁମିନି ଆସୋସିଏସନ ବାର୍ଷିକୋତତସବ ଆସନ୍ତା ୨୭ତାରିଖ ପୂର୍ବାହ୍ନରେ କଲେଜ ପରିସରରେ ଅନୁଷ୍ଠିତ ହେବ । ଏଥିରେ କଲେଜ ଅଧ୍ୟକ୍ଷ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।