Friday , December 9 2022
Breaking News
Home / ତାଜା ଖବର / ବାଣ ଫୁଟି ୨୦ ଜଣ ଆହତ

ବାଣ ଫୁଟି ୨୦ ଜଣ ଆହତ

କେନ୍ଦ୍ରାପଡ଼ା, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- କାର୍ତିକେଶ୍ୱର ଭସାଣି ବେଳେ ଅଘଟଣ । ବାଣ ଫୁଟି ୨୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବାଲିଆ ବଜାର କାର୍ତିକେଶ୍ୱର ଭସାଣି ବେଳେ ଏଭଳି ଅଘଟଣ ଘଟିଛି ।

Leave a Reply

Your email address will not be published.