Friday , December 9 2022
Breaking News
Home / ତାଜା ଖବର / କବାଡ଼ି ଗୋଦାମରେ ବଡ଼ ଧରଣର ଅଗ୍ନୀକାଣ୍ଡ

କବାଡ଼ି ଗୋଦାମରେ ବଡ଼ ଧରଣର ଅଗ୍ନୀକାଣ୍ଡ

ଯାଜପୁର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ଯାଜପୁର ଜିଲା କୋରେଇ ଧନେଶ୍ୱର ଛକରେ ଥିବା ଏକ କବାଡ଼ି ଗୋଦାମରେ ବଡ଼ ଧରଣର ଅଗ୍ନୀକାଣ୍ଡ ଘଟିଛି । ଏହି ଅଗ୍ନୀକାଣ୍ଡରେ ପ୍ରାୟ ୨୦ ଲକ୍ଷ ଟଙ୍କାର ପଦାର୍ଥ ପୋଡ଼ି ନଷ୍ଟ ହୋଇ ଯାଇଛି । ବିଦ୍ୟୁତ ସଟ ସର୍କିଟ ରୁ ନିଆଁ ଲାଗିଥିବା କବାଡ଼ି ଗୋଦାମର ମାଲିକ କହିଛନ୍ତି । ଅଗ୍ନୀଶମ ବାହିନୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନତି ଦୂରରେ ଏକ ପେଟ୍ରୋଲ ପମ୍ପ ଥିବାରୁ ନିଆଁକୁ ଅତିଶୀଘ୍ର ଆୟତ କରିବା ଆବଶ୍ୟକ ।

Leave a Reply

Your email address will not be published.