Thursday , June 1 2023
Breaking News
Home / ବିଶେଷ / ତିରୁପତି ତିରୁମାଲା ଦେବସ୍ଥାନ ମନ୍ଦିରରେ ଗୀତା ପାରାୟଣ ପାଠ

ତିରୁପତି ତିରୁମାଲା ଦେବସ୍ଥାନ ମନ୍ଦିରରେ ଗୀତା ପାରାୟଣ ପାଠ

ଭୁବନେଶ୍ୱର, ୨୨/୧୧/୨୦୨୨(ଓଡ଼ିଶା ସମାଚାର)- ଜୟଦେବ ବିହାର ସ୍ଥିତ ତିରୁପତି ତିରୁମାଲା ଦେବସ୍ଥାନ ମନ୍ଦିରରେ ଦୈନିକ ସନ୍ଧ୍ୟା ସମୟରେ ଗୀତା ପାରାୟଣ ପାଠ ଅନୁଷ୍ଠିତ ହେଉଅଛି । ଏହି ଗୀତା ପାରାୟଣ ପାଠ ୧୮ ଦିନ ଧରି ଚାଲିବ । ମନ୍ଦିର ପରିଚାଳନା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଉଅଛି । ଶ୍ରୀ ଡି. ସେସୁକୁମାର ସ୍ୱାମୀ ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ଗହଣରେ ଗୀତା ପାରାୟଣ ପାଠ ପରିବେଷଣ କରୁଛନ୍ତି ।

Leave a Reply

Your email address will not be published.