Wednesday , May 31 2023
Breaking News
Home / ବିଶେଷ / ଗ୍ୟାରେଜ ଭାଙ୍ଗି ସାମଗ୍ରୀ ଚୋରୀ ଅଭିଯୋଗରେ ୨ ଗିରଫ

ଗ୍ୟାରେଜ ଭାଙ୍ଗି ସାମଗ୍ରୀ ଚୋରୀ ଅଭିଯୋଗରେ ୨ ଗିରଫ

ନିରାକାରପୁର, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଖଜୁରୀପଡ଼ା ଗ୍ରାମର ଗୋଟିଏ ଗ୍ୟାରେଜ ର ଚାବି ଭାଙ୍ଗି ଗ୍ୟାରେଜ ସାମଗ୍ରୀ ଚୋରୀ ଅଭିଯୋଗରେ ୨ ଜଣ ଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ ଖଜୁରୀପଡ଼ା ଗ୍ରାମର ଅରବାଜ ଓ ସାଫିକ ଉଦ୍ଦିନ ଉକ୍ତ ଗ୍ରାମର ଜରିଆନା ବିବି ଙ୍କ ଗ୍ୟାରେଜ ଚାବି ଭାଙ୍ଗି ପ୍ରେସର୍ ପାଇପ ସହିତ ଅନ୍ୟ କିଛି ସାମଗ୍ରୀ ନେଇଯାଇଥିବା ର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିରାକାରପୂର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ତଦନ୍ତ କରି ଉକ୍ତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ନିରାକାରପୁର ଥାନା କେସ ନ ୨୩୬/୨୨ ରେ ମାମଲା  ହୋଇଛି।

Leave a Reply

Your email address will not be published.