Wednesday , May 31 2023
Breaking News
Home / ବିଶେଷ / ଜଂକିଆ ପୋଲିସର ଚଢାଉ: କମାଗୁରୁ ରୁ ୭ ଗାଡି ଜବତ

ଜଂକିଆ ପୋଲିସର ଚଢାଉ: କମାଗୁରୁ ରୁ ୭ ଗାଡି ଜବତ

ନିରାକାରପୁର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କମାଗୁରୁ ଅଂଚଳରେ ବହୁ ବେଆଇନ ପଥର ଖଣି ଚାଲିଥିବାବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଏଥି ନେଇ ଜଂକିଆ ପୋଲିସ କୁ ବାରମ୍ବାର ଅଭିଯୋଗ ହେଉଥିଲା। ଶନିବାର ରାତି ସାଢ଼େ ଆଠଟା ରେ ଜଂକିଆ ପୋଲିସ ସଦଳବଳେ ଚଢ଼ାଉ କରି କମାଗୁରୁ ରୁ ୭ଟି ପଥର ବୋଝେଇ ଗାଡ଼ିକୁ ଜବତ କରିଛନ୍ତି। ଏହି ଚଢ଼ାଉରେ ଜଂକିଆ ଆଇଆଇସି ଅନିତା ସାହୁ ଓ ସବ ଇନ୍ସପେକ୍ଟର ବେଣୁଧର ରାୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published.