ଖୋର୍ଦ୍ଧା, ୧୮/୧୧/୨୦୨୨(ଓଡ଼ିଶା ସମାଚାର)- ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ପଥର ବନ୍ଧ ନିକଟରେ ବାଇକ୍ ଦୁର୍ଘଟଣା..ଜଣେ ଗୁରୁତର..ଗୁରୁତର ବ୍ୟକ୍ତି ହେଲେ କଳାହାଣ୍ଡି ମୁଖିଗୁଡା ର ରାମଚନ୍ଦ୍ର ସାହୁ…୫୨ ବର୍ଷ.।ସେ ନିଜର ଜଣେ ବନ୍ଧୁଙ୍କ ସହ ବାଇକରେ ଭୁଵନେଶ୍ୱର ରୁ ମୁଖିଗୁଡା ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତି କରିଛି..