Friday , December 9 2022
Breaking News
Home / କୃଷି / ଭାରତୀୟ କିସାନ ସଂଘ ଓଡିଶା, କଳାହାଣ୍ଡି ଜିଲ୍ଲାର ପ୍ରଶିକ୍ଷଣ ଶିବିର

ଭାରତୀୟ କିସାନ ସଂଘ ଓଡିଶା, କଳାହାଣ୍ଡି ଜିଲ୍ଲାର ପ୍ରଶିକ୍ଷଣ ଶିବିର

ଜୁନାଗଡ଼ , ୧୭/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ  )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଭାରତୀୟ କିଶାନ ସଂଘ ଓଡିଶା କଳାହାଣ୍ଡି ଜିଲ୍ଲାର ସଭାପତି ଶ୍ରୀ ହରିଶଙ୍କର ବାଗଙ୍କ ସଭାପତିତ୍ୱ ରେ ଜୁନାଗଡ଼ କଲ୍ୟାଣ ମଣ୍ଡପ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ଉକ୍ତ । ପ୍ରଶିକ୍ଷଣ ଶିବିର ରେ ଓଡିଶା କିସାନ ସଂଘ ର ସାଧାରଣ ସମ୍ପଦକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ସ୍ୱ।ଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଶିବିରରେ ବରିଷ୍ଠ କିସାନ ସଂଘର କେନ୍ଦ୍ରୀୟ ସଭ୍ୟ ଶ୍ରୀଯୁକ୍ତ ବିଶେଶ୍ୱର ଦାସ, ବିଶ୍ୱମ୍ବର ନାଏକ, ରହିତ ଖଡ଼ିକାର, ସମ୍ପାଦକ ବିପିନ ବିହାରୀ ଭୋଇ, ଶ୍ରୀମତୀ ସୁଚିତ୍ରା ଖଡ଼ିକାର, ଗୋରାଙ୍ଗ ରଣା, ଚନ୍ଦ୍ର ଭାନୁ କେବର୍ତ୍ତ, ଚନ୍ଦ୍ର ଶେଖର ନାଏକ, ପବିତ୍ର ପୂଝରୀ, ହର୍ଷ ମାଝୀ, ଶତ୍ରୁ ଘନ ଗହୀର, ଯୁଗେଶ୍ୱର ଚନ୍ଦନ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ । ଏହି ସଭାରେ ଚାଷୀକୁଳର ଅନେକ ସମସ୍ୟା ସମନ୍ଧରେ ଉପସ୍ଥିତ ସଭ୍ୟ ମାନେ ଆଲୋକପାତ କରିଥିଲେ ।

Leave a Reply

Your email address will not be published.