Sunday , May 28 2023
Breaking News
Home / ବିଶେଷ / ପ୍ରଶିକ୍ଷଣ ପରେ ୧୩ଜଣ ଡିଏସ୍‌ପିଙ୍କୁ ନିଯୁକ୍ତି

ପ୍ରଶିକ୍ଷଣ ପରେ ୧୩ଜଣ ଡିଏସ୍‌ପିଙ୍କୁ ନିଯୁକ୍ତି

କଟକ, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରୁ ପ୍ରଶିକ୍ଷଣ ଶେଷ ହେବାପରେ ଆଜି ଓଡ଼ିଶା ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍ ପକ୍ଷରୁ ୧୩ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି ଦିଆଯାଇଛି। ଡିଏସ୍‌ପି ସମ୍ପତ କୁମାର ଦାଶଙ୍କୁ ସୋନପୁର, ବିଭୂତି ଭୂଷଣ ମହାପାତ୍ରଙ୍କୁ ଢେଙ୍କାନାଳ, ସୁବ୍ରତ କୁମାରଙ୍କୁ ରାଉରକେଲା, ଅମ୍ବିତ ମହାନ୍ତିଙ୍କୁ କେନ୍ଦୁଝର, ଉପାସନା ପାଢୀଙ୍କୁ କେନ୍ଦୁଝର, ସଚିନ ପଟେଲଙ୍କୁ ପୁରୀ, ଶ୍ରାବଣୀ ନାୟକଙ୍କୁ ଗଂଜାମ, ରଶ୍ମିରଂଜନ ସେନାପତିଙ୍କୁ ଭଦ୍ରକ, ସମ୍ବିତ କୁମାର ମାଝୀଙ୍କୁ ସୁନ୍ଦରଗଡ଼, ବିରଞ୍ଚି ନାରାୟଣ ଜଗତଙ୍କୁ କେନ୍ଦ୍ରାପଡ଼ା, ସୌମ୍ୟରଂଜନ ମଲ୍ଲିକଙ୍କୁ ଝାରସୁଗୁଡା, ମୀରା ନାୟକଙ୍କୁ ନୟାଗଡ଼ ଓ ମିନ‌ାକ୍ଷୀ ଠାକୁରଙ୍କୁ ଖୋର୍ଦ୍ଧାରେ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published.