Thursday , June 1 2023
Breaking News
Home / ବିଶେଷ / ପକ୍ଷାଘାତ ରୋଗରେ ପୀଡିତ ସମିର ଙ୍କୁ ଟ୍ରାଇ ସାଇକେଲ ଦେଲେ ବ୍ଲକ୍ ଅଧ୍ୟକ୍ଷ

ପକ୍ଷାଘାତ ରୋଗରେ ପୀଡିତ ସମିର ଙ୍କୁ ଟ୍ରାଇ ସାଇକେଲ ଦେଲେ ବ୍ଲକ୍ ଅଧ୍ୟକ୍ଷ

ଗରଦପୁର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପଳସୁଧା ପଞ୍ଚାୟତ ଗସ୍ତ କରି ବିଭିନ୍ନ ଗଏଘଜଋଏଇ କାର୍ୟ୍ୟ ବୁଲି ଦେଖିବାସହିତ,କୁସୁନପୁରା ଗାଁ ର ପୁରୁଖା ବିଜୁ ଜନତା ଦଳର କର୍ମୀ ସମିର କୁମାର ରାଉତ ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ତାଙ୍କ ବାସଭବନରେ ପହଞ୍ଚି ସାକ୍ଷାତ କରିବା ସହ ତାଙ୍କୁ ଏକ ଟ୍ରାଇ ସାଇକେଲ ଦେବା ସହ ପରିବାରର ଦୁଃଖ ସୁଃଖ ବୁଝିଥିଲେ। ତାଙ୍କ ସହିତ ପୂର୍ବତନ ଅଧ୍ୟକ୍ଷ ବର୍ତ୍ତମାନ ତେଣ୍ଡାକୁଡ଼ା ସମିତି ସଭ୍ୟ ବାସୁଦେବ ବେହେରା, ବନ୍ତଳା ସମିତି ସଭ୍ୟ ବ୍ରଜକିଶୋର ସାହୁ,ପଳସୁଧା ସମିତି ସଭ୍ୟା ପ୍ରତିନିଧି ସେକ୍ ମେହେରବାନ ଏବଂ ଅନେକ ବିଜୁଜନତା ଦଳର କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published.