Monday , June 5 2023
Breaking News
Home / ବିଶେଷ / ୩୫ ମିନିଟରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ ଡଙ୍ଗା ତିଆରି କରି କଟକ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା

୩୫ ମିନିଟରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ ଡଙ୍ଗା ତିଆରି କରି କଟକ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା

କଟକ, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)- କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ୨୨ ସ୍କୁଲର ୨୧ ସହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ହୋଇଥିଲେ। ୩୫ ମିନିଟରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ ଡଙ୍ଗା ତିଆରି କରି କଟକ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ଏହି କାର୍ଯ୍ୟକ୍ରରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀଶଙ୍କର ଚୟନିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ୫୦ଜଣ ଅଫିସିଆଲ୍ ଜୁରୀ ଏହାକୁ ପରିଚାଳନା କରିଥିଲେ। ରେକର୍ଡ ପାଇଁ ଇଂଲଣ୍ଡରୁ ଗିନିଜରୁ ଜଣେ ଜୁରୀ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published.