Friday , December 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଲା – ଗୁୂରୁବାର ଶେଷ ଦିନ

କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଲା – ଗୁୂରୁବାର ଶେଷ ଦିନ

କଟକ, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)- କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଗୋଟିଏ ଦିନ ବଢ଼ିଲା । ଲୋକଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ପ୍ରସ୍ତାବ ଗୃହିତ ।ହବାପରେ ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ରାଜ୍ୟ ସରକାରୀ ଦୁଇ ଦିନ ବଦଳରେ ଗୋଟିଏ ଦିନ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଫଳରେ ବାଲିଯାତ୍ରାର ଅବଦ୍ଧି ଆଉ ଦିନକ ପାଇଁ ବୃଦ୍ଧି ହୋଇଛି । ବୁଧବାର ବଦଳରେ ଗୁରୁବାର ଯାଏଁ ମେଳା ଜମିବ ।

Leave a Reply

Your email address will not be published.