Friday , December 9 2022
Breaking News
Home / ନିର୍ବାଚନ / ପ୍ରଦୀପ ପୁରୋହିତ ଙ୍କୁ ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଘୋଷଣା କଲା

ପ୍ରଦୀପ ପୁରୋହିତ ଙ୍କୁ ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଘୋଷଣା କଲା

ଭୁବନେଶ୍ୱର, ୧୨/୧୧/୨୦୨୨ (ଓଡ଼ିଶା ସମାଚାର)- ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେଲେ ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ । ଏନେଇ ବିଦ୍ଧିବଧ ଭାବେ ବିଜେପି କେନ୍ଦ୍ରୀୟ କମିଟି ଘୋଷଣା କରିଛି । ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ।ପ୍ରଦୀପ ପୁରୋହିତ ୨୦୧୪ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ । ମାତ୍ର ୨୦୧୯ ନିର୍ବାଚନରେ ବିଜୟ ରଞ୍ଜନ ସିଂହବରିହାଙ୍କଠାରୁ ପରାଜିତ ହୋଇଥିଲେ ।

ଅନ୍ୟ ପକ୍ଷରେ ଶାସକ ବିଜେଡ଼ି କାହାକୁ ପ୍ରାର୍ଥୀ କରୁଛି, ତାହାକୁ ଲୋକେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published.