Friday , December 9 2022
Breaking News
Home / ନିର୍ବାଚନ / ପଦ୍ମପୁର ନିର୍ବାଚନରେ କଂଗ୍ରେସର ପ୍ରାଥିୀ ସତ୍ୟ ଭୁଷଣ ସାହୁ

ପଦ୍ମପୁର ନିର୍ବାଚନରେ କଂଗ୍ରେସର ପ୍ରାଥିୀ ସତ୍ୟ ଭୁଷଣ ସାହୁ

ଭୁବନେଶ୍ୱର, ୧୨/୧୧/୨୦୨୨ (ଓଡ଼ିଶା ସମାଚାର)- ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଏ ପର୍ଯ୍ୟନ୍ତ ଶାସକ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ଜଣାପଡ଼ିନାହିଁ । ବିଜେଡ଼ିର ପ୍ରାର୍ଥୀ କିଏ ହେବ ସେ ନେଇ ଉତ୍ସୁକତାର ସହିତ ଲୋକେ ଅପେକ୍ଷା କରିଥିବାବେଳେ କଂଗ୍ରେସ ପକ୍ଷରୁ ସତ୍ୟ ଭୁଷଣ ସାହୁ ପ୍ରାର୍ଥୀ ହେଉଥିବା ସୂଚନା ମିଳିଛି । ଆଉ ବିଜେଡ଼ିର ପ୍ରାର୍ଥୀ ଘୋଷଣା ବାକି ।

Leave a Reply

Your email address will not be published.