Wednesday , May 31 2023
Home / ତାଜା ଖବର / ମାର୍ବଲ ଫ୍ୟାକ୍ଟ୍ରିରେ ନିଆଁ

ମାର୍ବଲ ଫ୍ୟାକ୍ଟ୍ରିରେ ନିଆଁ

ଖୋର୍ଦ୍ଧା, ୧୧/୧୧/୨୦୨୨ (ଓଡିଶା ସମାଚାର/ ଦୀପକ ପ୍ରଧାନ):୧୬ ନଂ ଜାତୀୟ ରାଜପଥ ତାପଙ୍ଗ ଛକ ନିକଟରେ ଥିବା ଏକ ମାର୍ବଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡିର କର୍ମଚାରୀ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

 

Leave a Reply

Your email address will not be published.