କଟକ ସଦର, ୧୧/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଥିବା ଈଷ୍ଟ ଯୋନ୍ ଇଣ୍ଟର ୟୁନିଭରସିଟି ପୁରୁଷ ଫୁଟଵଲ ଟୁର୍ଣ୍ଣାମେଣ୍ଟରେ ଖେଳିଵାକୁ ଉତ୍କଳ ୟୁନିଭରସିଟି ପକ୍ଷରୁ ମନୋନୀତ ହୋଇଥିବା ୨୦ ଜଣ ଖେଳାଳି ଆଜି ରାଞ୍ଚିରେ ପହଞ୍ଚି ଛନ୍ତି।ଏହି ତାଲିକାରେ କଟକ ସଦର ଅନ୍ତର୍ଗତ ପ୍ରହରାଜପୁରର ଜଣାଶୁଣା କ୍ରିଡ଼ାଵିତ୍ ମହମ୍ମଦ ଆସଫାକଙ୍କ ପୁଅ ମହମ୍ମଦ ସାକେଲିନ ଏ ସ୍ଥାନ ପାଇଥିଵାରୁ ସମଗ୍ର ଅଞ୍ଚଳର କ୍ରିଡ଼ା ପ୍ରେମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସାକେଲିନଙ୍କ ଉଜ୍ୱଳ ଭବିଷ୍ୟତ କାମନା ସହ ଶୁଭେଛା ଜଣାଇଛି ‘ କଟକ ସଦର ବିଚାର ମଞ୍ଚ’ ।
Home / କ୍ରୀଡ଼ା / ଇଷ୍ଟ୍ ଯୋନ୍ ଇଣ୍ଟର ୟୁନିଭରସିଟି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ ଏ