Wednesday , May 31 2023
Home / ବିଶେଷ / ସରିଲା ଧର୍ମ ମାସ କାର୍ତ୍ତିକ,ଆଜି ଛାଡଖାଇ: ବୁଧବାର ପାଇଁ ଆମିଷ ଵଜାରରେ ଲୋକଙ୍କ ଭିଡ

ସରିଲା ଧର୍ମ ମାସ କାର୍ତ୍ତିକ,ଆଜି ଛାଡଖାଇ: ବୁଧବାର ପାଇଁ ଆମିଷ ଵଜାରରେ ଲୋକଙ୍କ ଭିଡ

କଟକ ସଦର, ୦୯/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତକାଲି ମଙ୍ଗଳବାର ସରିଲା ଧର୍ମମାସ କାର୍ତ୍ତିକ।ମାସକ ଯାକ ଆମିଷ ନଖାଇ ହବିଷ ପାଳନ କରିଥିବା ଲୋକେ ଆଜି ବୁଧବାର ଛାଡଖାଇ ପାଳିଵେ। ଯେଉଁ ଆମିଷକୁ ଛାଡି ଥିଲେ ତାକୁ ଖାଇବାକୁ ଛାଡଖାଇ ବୋଲି କୁହାଯାଏ।ଏଥର ଛାଡଖାଇ ଭଲ ଵାରରେ ପଡିଥିଵାରୁ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଥିବା ଜଣାଯାଇଛି। ଏଥିପାଇଁ କଟକ ସଦରର କନ୍ଦରପୁର,ଵୈୟାଳିଶ ମୈ।ଜା,କିଶନନଗର,ନେମାଳ,ଵିଲହାଟ, ଫୁଲନଖରା ଅଞ୍ଚଳ ସ୍ଥାୟୀ ଅସ୍ଥାୟୀ ଆମିଷ ଦୋକାନରେ ଲୋକଙ୍କ ପ୍ରଵଳ ଭିଡ ପରିଲକ୍ଷିତ ହୋଇଛି।ଯଦିଓ ଦର ଟିକେ ଚଢା ରହିଛି ତାକୁ ଲୋକେ ଗୁରୁZß ଦେଉ ନାହାନ୍ତି।ଘରେ ଘରେ ଆଜି ଛାଡଖାଇ ଭେଟ ଘାଟ ଚାଲିଛି ।

Leave a Reply

Your email address will not be published.