Wednesday , May 31 2023
Breaking News
Home / ଶିକ୍ଷା / ମାଟ୍ରିକ ସମେଟିଭ୍-୧ ପରୀକ୍ଷା ନଭେମ୍ୱର ୨୩ରୁ ଆରମ୍ଭ

ମାଟ୍ରିକ ସମେଟିଭ୍-୧ ପରୀକ୍ଷା ନଭେମ୍ୱର ୨୩ରୁ ଆରମ୍ଭ

କଟକ ୦୪/୧୧/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍-୧ ଆରମ୍ଭ ହେବ । ନଭେମ୍ୱର ୨୩ ରୁ ୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ଏ ସମ୍ପର୍କରେ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।ଏହି ପରୀକ୍ଷା ପାଇଁ ରାଜ୍ୟର ୩ହଜାର୨୯ଟି କେନ୍ଦ୍ରରେ ସୁ ବନ୍ଦୋବସ୍ତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.