ମାହାଙ୍ଗା,୦୪/୧୧/୨୦୨୨(ସମାଚାର/ ଅଭୟ ଜେନା ) – ପଟ୍ଟାମୁଣ୍ଡାଇ କେନାଲ ରେ ତ୍ରିବେଣୀଶ୍ୱର ବଜାର ନିକଟରେ ହୋଇ ଥିବା ଘାଇ ମନୁଷ୍ୟ କୃତ୍ୟ ବୋଲି ଖୋଦ କହିଥିଲେ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ତୁରନ୍ତ ମାହାଙ୍ଗା ଥାନାରେ ଏତଲା ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ କିନ୍ତୁ ସାତଦିନ ବିତିଯାଇଥିଲେ ମଧ୍ୟ କେହି ଲିଖିତ ଅଭିଯୋଗ ମାହାଙ୍ଗା ଥାନାରେ ଦେଇନଥିଲେ । ମାତ୍ର ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ତାଙ୍କ କିଛି ସମର୍ଥକଙ୍କ ସହ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଉ କେଉଁଠି ଭାଙ୍ଗୁ ନାହିଁ କେବଳ ତ୍ରିବେଣୀଶ୍ୱର ରେ ଦୁଇ ଦୁଇ ଥର ଭାଙ୍ଗୁଛି । ଠିକାଦାରୀ ଉଦ୍ଦେଶ୍ୟ ରେ ବନ୍ଧ ଭଙ୍ଗାଯାଉଛି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ।
ଏଥି ସହିତ ଦେଖନ୍ତୁ :