Wednesday , May 31 2023
Home / ତାଜା ଖବର / ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ

ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ

 ନିରାକାରପୁର,୦୩ /୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଡିଭିଜନ ନିରାକାରପୁର ରେଳ ଷ୍ଟେସନରେ ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।ମୃତକ ଜଣଙ୍କ ରେଳବାଇ ଓ୍ବ।ର୍ଲେସ ମ୍ୟାନ ରତ୍ନାକର ପଣ୍ଡା। ନିରାକାରପୁର ଷ୍ଟସନରେ ମେମୁ ପାସେଂଜରରେ ଚଢୁଥିବା ବେଳେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ। ଟ୍ରେନ ଚକା ତାଙ୍କ ଉପରେ ଚଢି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ଘଟଣା ସ୍ଥଳରେ ନିରାକାରପୁର ରେଳବାଇ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published.