Saturday , June 10 2023
Breaking News
Home / ଶିକ୍ଷା / ଇତିହାସ ର ପୁନଲିଖନ ସତ୍ୟକୁ ପ୍ରକାଶ କରିଵ- –

ଇତିହାସ ର ପୁନଲିଖନ ସତ୍ୟକୁ ପ୍ରକାଶ କରିଵ- –

ନିରାକାର ପୁର କଲେଜ ରେ ଓଡ଼ିଶା ଇତିହାସ କଂଗ୍ରେସ ର ଆଲୋଚନା ଚକ୍ର – –
ନିରାକାରପୁର, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଟାଙ୍ଗୀ ନିରାକାରପୁର ସ୍ଥାନିୟ କ୍ଷେତ୍ର ବାସି ଡିଏଭି ମହାବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଇତିହାସ କଂଗ୍ରେସ ର ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ସମୟରେ ଉତିହାସର ପୁନର୍ବିନ୍ୟାସ ଅଵସମ୍ଭାଵି ଶୀର୍ଷକ ପ୍ରସଙ୍ଗ ଉପରେ ବିଶିଷ୍ଟ ଐତିହାସିକ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ,ଅମିୟ କୁମାର ମହାନ୍ତି ଡ଼ ସୁବାସ ଚନ୍ଦ୍ର ବାରିକ ଡ଼ ଅନାମ ବେହେରା ପ୍ରଭୃତି ଗବେଷଣା ଆତ୍ମା ଆଲୋଚନା ରଖିଥିବା ବେଳେ ଓଡ଼ିଶା ଇତିହାସ କଂଗ୍ରେସ ର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଇତିହାସ ର ସତ୍ୟ ପରିବେଷଣ ଉପରେ ଆଲୋକପାତ କରିଥିଲେ ପ୍ରାରମ୍ଭରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସଞ୍ଜୟ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ କାର୍ୟ୍ୟକ୍ରମ ର ଆବାହିକା ତଥା ଇତିହାସ ବିଭାଗର ମୁଖ୍ୟ ଡ଼ ପ୍ରତିଭା ମୟୀ ମିତ୍ର ଭିତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଇତିହାସ ବିଭାଗର ଅଧ୍ୟାପିକା ନମିତା ମହାନ୍ତି ଓ ଇଂରାଜୀ ଅଧ୍ୟାପକ ଶରତ ଜେନା ସନ୍ଧଭ ଉପସ୍ଥାପନା କରିଥିଲେ ଅଧ୍ୟାପକ ଡ଼ ମୃତ୍ୟୁ ଞ୍ଜୟ ରଥ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼ ପ୍ରତାପ ପଟ୍ଟନାୟକ , ପ୍ରଭାତ ଦାଶ , ଅଧ୍ୟାପକ ଚନ୍ଦନ ମିଶ୍ର, ଅଧ୍ୟାପକ ବିକାଶ ଦାଶ ଓ ଡ଼ ଜୟନ୍ତ ବାନାର୍ଜୀ ଉପସ୍ଥାପନା ରେ ସହଯୋଗ ଦେଇଥିଲେ ମହାବିଦ୍ୟାଳୟ ର ସତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓଡ଼ିଆ ସ୍ନାତକ ଉତ୍ତର ବିଭାଗ ର ଛାତ୍ର ଛାତ୍ରୀ ମାନେ ଓ ଡ଼ ଅଧ୍ୟାପକ ସର୍ବେଶ୍ଵର ବେହେରା ଏବଂ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ପରିଚାଳନା ରେ ସଂଗିତ ପରିବେଷଣ କରିଥିଲେ।

Leave a Reply

Your email address will not be published.