Wednesday , May 31 2023
Breaking News
Home / ବିଶେଷ / ସାଲେପୁର ପ୍ରାଣୀ ଚିକିତ୍ସା ଳୟ ରେ ଦୁର୍ନୀତି ନିବାରଣ ସପ୍ତାହ 

ସାଲେପୁର ପ୍ରାଣୀ ଚିକିତ୍ସା ଳୟ ରେ ଦୁର୍ନୀତି ନିବାରଣ ସପ୍ତାହ 

ସାଲେପୁର, ୦୧/୧୧/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ପ୍ରାଣୀ ଚିକିତ୍ସା ଳୟ ଠାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ  ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ର ର କର୍ମଚାରୀ ମାନେ ଶପଥ ପାଠ କରିଥିଲେ ।  ଚିକିତ୍ସା ଅଧିକାରୀ ଡା ଦୀପକ କୁମାର ସେନାପତି ଜନସାଧାରଣ ଙ୍କୁ  ଦୁର୍ନୀତି ମୁକ୍ତ ସେବା ଯୋଗାଇବା ନିମନ୍ତେ ଶପଥ ପାଠ କରାଇ ଥିଲେ । ଅନ୍ୟ ମାନ ଙ୍କ ମଧ୍ୟରେ ପ୍ରାଣୀ ଧନ ପରୀକ୍ଷକ ପ୍ରାଣବନ୍ଧୁ ସାହୁ, ନିରୀକ୍ଷକ, ଜୟନ୍ତ ମଲ୍ଲିକ, ସଞ୍ଜୟ ଦଲାଲ, ବ୍ରମହାନନ୍ଦ ପରିଡା, ମିହିର ଦାସ, ସାଗର ବାରିକ, ଭାଗ୍ୟ ଧର ନାୟକ, ଚନ୍ଦ୍ରମଣି ମଲ୍ଲିକ, ପ୍ରଶାନ୍ତି ସ୍ୱାଇଁ ପ୍ରମୁଖ ଶପଥପାଠ  କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

Leave a Reply

Your email address will not be published.