Wednesday , May 31 2023
Breaking News
Home / ବିଶେଷ / Breaking News : ମାହାଙ୍ଗା : ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ତ୍ରିବେଣୀଶ୍ୱର ବଜାର ନିକଟରେ ବଡ଼ ଧରଣର ଘାଇ

Breaking News : ମାହାଙ୍ଗା : ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ତ୍ରିବେଣୀଶ୍ୱର ବଜାର ନିକଟରେ ବଡ଼ ଧରଣର ଘାଇ

ମାହାଙ୍ଗା,୨୯/୧୦/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) – ଗୋପିନାଥପୁର ପୂର୍ତ୍ତବିଭାଗ ରାସ୍ତାରେ ପ୍ରାୟ ୧୦୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘାଇ ହୋଇଥିବା ରୁ ଏକ ଜନ ସେବା କେନ୍ଦ୍ର, ଟେଣ୍ଟ ହାଉସ, ତେଜରାତି ଦୋକାନ, ସାନିଟାରୀ ଷ୍ଟୋର ଓ ଷ୍ଟେସନାରୀ ଦୋକାନ ଭାସିଯାଇଛି । ଘାଇସୃଷ୍ଟି ହେବାପରେ କେନାଲ ପାଣି ବିରୂପା ନଦୀକୁ ପ୍ରବାହିତ ହେଉଛି । ଏହି କେନାଲଟି ନୃତାଙ୍ଗ ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ରହିଛି । ତେବେ ନୃତାଙ୍ଗ ଜଳସମ୍ପଦ ବିଭାଗ ଯନ୍ତ୍ରୀମାମାନଙ୍କ ଅବହେଳା ରୁ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published.