Monday , June 5 2023
Breaking News
Home / ବିଶେଷ / ୨କେଜି ଗେଞ୍ଜଇ ଜବତ, ଆସାମୀ ଗିରଫ 

୨କେଜି ଗେଞ୍ଜଇ ଜବତ, ଆସାମୀ ଗିରଫ 

  ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ରାଉତନୂଆଗାଁ ଗ୍ରାମର ଅଗସ୍ତିମୁନୀ ଆଶ୍ରମ ନିକଟରେ ଜଗତସିଂହପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଦିବାକର ପାତ୍ରଙ୍କ ପୁଅ ଦୟାନିଧୀ ପାତ୍ର ଚୋରା ଗେଞ୍ଜଇ ବିକ୍ରି କରିୁଥିଲେ ।  ଖବରପାଇ ରଘୁନାଥପୁର ଥାନା ଆଇଆଇସି ରାଜକିଶୋର ବେହେରା, ଥାନା ଉପନୀରିକ୍ଷକ ଅନିଲ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଆସାମୀକୁ ଗିରଫ କରିବା ସହିତ ତା ନିକଟରୁ ୨କିଲୋ ଗେଞ୍ଜଇ ଜବତ କରି ତା ନାମରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛନ୍ତି ।

Leave a Reply

Your email address will not be published.