Saturday , June 10 2023
Breaking News
Home / ବିଶେଷ / ଦଶପଲ୍ଲା ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର୍

ଦଶପଲ୍ଲା ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର୍

ନୟାଗଡ଼, ୨୫/୧୦/୨୦୨୨(ଓଡ଼ିଶା ସମାଚାର)- ଦଶପଲ୍ଲା ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଗେଟ୍ ବାହାରକୁ ଆସି ଝାଡୁ କରୁଥିବାବେଳେ କଏଦୀ ଜଣକ ଦୌଡି ପଳାଇଛି । ଫେରାର୍ କଏଦୀ ହେଉଛନ୍ତି ନରସିଂହପୁର ଅଞ୍ଚଳର ହିଂମାଶୁ ଶେଖର ନାୟକ । ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସେ ଗତ ୨୦୨୦ମସିହାରୁ ଦଶପଲ୍ଲା ଜେଲରେ ଥିବା ସୂଚନା ।

Leave a Reply

Your email address will not be published.