Wednesday , May 31 2023
Breaking News
Home / ତାଜା ଖବର / ବେଆଇନ୍ ବାଲି ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ ରେ ଜଣେ ମୃତ

ବେଆଇନ୍ ବାଲି ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ ରେ ଜଣେ ମୃତ

ଚୌଦ୍ୱାର ୨୩/୧୦/୨୦୨୨(ଓଡ଼ିଶା ସମାଚାର)- ବେଆଇନ୍ ବାଲି ଚାଲାଣକୁ ନେଇ ଟାଙ୍ଗୀ ଥାନା ଅଂଚଳରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋଷ୍ଠୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହାତୀ ମହାନ୍ତି ବୋଲି ଜଣାପଡ଼ିଛି। ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published.