Thursday , June 8 2023
Breaking News
Home / ବିଶେଷ / ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କର ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କର ମୃତ୍ୟୁ

ତେଲକୋଇ, ୨୨/୧୦/୨୦୨୨(ଓଡ଼ିଶା ସମାଚାର)- ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଶାଶୂ ଓ ବୋହୂ ସହିତ ଅନ୍ୟଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଟାଙ୍ଗିରି ଗାଁର କାଠି ଜୁଆଙ୍ଗ, ନିରାଧି ଜୁଆଙ୍ଗ ଓ  ମେଞ୍ଜାରୀ ଜୁଆଙ୍ଗ। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ସେମାନେ ଛେଳି ଚରାଇବାକୁ ଯାଇ ଘରକୁ ଫେରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ  ଘଟିଛି ।

Leave a Reply

Your email address will not be published.