Thursday , June 8 2023
Breaking News
Home / ବିଶେଷ / ଜନ୍ମ ଦିନରେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିକ୍ ସାହୁଙ୍କ ଦଶ ହଜାର ଟଙ୍କା ଦାନ

ଜନ୍ମ ଦିନରେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିକ୍ ସାହୁଙ୍କ ଦଶ ହଜାର ଟଙ୍କା ଦାନ

କଟକ ସଦର, ୨୧/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସିଏମସିର ପୂର୍ବତନ କର୍ପୋରେଟର ତଥା ଚାଉଳିଆଗଞ୍ଜ ନିବାସୀ ଚିରଞ୍ଜୟ ସାହୁ(କୁନୁ) ଙ୍କ ପୁଅ ପ୍ରତିକ ସାହୁ(ସାଇ) ଙ୍କ ଜନ୍ମ ଦିନ ଅବସରରେ ଆଜି (ଶୁକ୍ରବାର) ପୁରୀରେ ଥିବା ହଵିଶିଆଳୀଙ୍କ ପାଇଁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କାର ଚେକ୍ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି।ସାଇଙ୍କର ଏହି ମହତ ପ୍ରୟାସକୁ ସଵୁ ମହଲରେ ପ୍ରଶଂସା କରାଯିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।

Leave a Reply

Your email address will not be published.