Thursday , June 1 2023
Breaking News
Home / କ୍ରୀଡ଼ା / ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

କଳାହାଣ୍ଡି ,୨୦/୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – ଗତ ୧୪ରୁ ୧୬ତାରିଖ ପର୍ୟ୍ୟନ୍ତ ନବରଙ୍ଗପୁର ଠାରେ ରାଜ୍ୟ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କଳାହାଣ୍ଡିର ଗୌରୀ ଶଙ୍କର ବିଶି ୫୫ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ଏକକ ଓ ଯୁଗଳ ଚାମ୍ପିୟନ ଓ ସମୀର ସାହୁ ୫୦ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ଯୁଗଳ ଚାମ୍ପିୟନ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ।

Leave a Reply

Your email address will not be published.