Wednesday , May 31 2023
Home / ବିଶେଷ / ରାଜ୍ୟପାଳ ଙ୍କ ସହ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କ ସାକ୍ଷାତ ଆଲୋଚନା

ରାଜ୍ୟପାଳ ଙ୍କ ସହ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କ ସାକ୍ଷାତ ଆଲୋଚନା

ଭୁବନେଶ୍ୱର,୨୦/୧୦/୨୦୨୨(ଓଡ଼ିଶା ସମାଚାର)-ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବୁଧବାର ମଧ୍ୟାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀ ମହାପାତ୍ର ଦୀର୍ଘ ୪୫ ମିନିଟ ଧରି ରାଜ୍ୟପାଳଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଦିଲ୍ଲୀ ଯାଇ ଶ୍ରୀ ମହାପାତ୍ର କିଛି ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବା ଓ ରାଜ୍ୟପାଳଙ୍କ ସହିତ ତାଙ୍କର ବୈଠକକୁ ରାଜନୈତିକ ମହଲ ଗୁରୁତ୍ବର ସହିତ ନେଇଛନ୍ତି।

Leave a Reply

Your email address will not be published.