Wednesday , May 31 2023
Home / କ୍ରୀଡ଼ା / ନରଣଗଡ ଫୁଟବଲ : ମୁକ୍ତାପୁର ୧- ୦ ଗୋଲରେ ବିଜୟୀ

ନରଣଗଡ ଫୁଟବଲ : ମୁକ୍ତାପୁର ୧- ୦ ଗୋଲରେ ବିଜୟୀ

ନିରାକାରପୁର,୨୦/୧୦/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ ଖେଳ ପଡିଆ ରେ ଆୟୋଜିତ ୬୯ ତମ ଫୁଟବଲ ଟୁର୍ନାମେଣ୍ଟ ର ଚତୁର୍ଥ ଦିବସ ଲିଗ ମ୍ୟାଚରେ ମୁକ୍ତାପୁର ଫୁଟବଲ ଟିମ୍ ବାଜପୁର ଦଳ କୁ ଭେଟିଥିଲେ । ମୁକ୍ତାପୁର ଦଳ ବାଜପୁର କୁ ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ଅତିଥିଭାବେ ଯୋଗଦେଇ ସମାଜସେବୀ ମହେନ୍ଦ୍ର ଶ୍ରୀଚନ୍ଦନ, ପୁରୁଷୋତ୍ତମ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳକୁ ଫକିର ନିସଂକ୍, ପ୍ରମୋଦ କୁମାର ଦାସ, ଶରତ ଛୋଟରାୟ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published.