Sunday , May 28 2023
Breaking News
Home / କ୍ରୀଡ଼ା / ନରଣଗଡ ଫୁଟବଲ : ଠଣାପଲୀ ୧-୦ରେ ଫାଇନାଲକୁ ଉତ୍ତୀର୍ଣ୍ଣ

ନରଣଗଡ ଫୁଟବଲ : ଠଣାପଲୀ ୧-୦ରେ ଫାଇନାଲକୁ ଉତ୍ତୀର୍ଣ୍ଣ

ନିରାକାରପୁର,୨୦/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନରଣଗଡ ଖେଳ ପଡିଆ ରେ ଆଜି ପ୍ରଥମ ସେମିଫାଇନାଲରେ ମ୍ୟାଚରେ ଠଣାପଲୀ ଫୁଟବଲ ଟିମ୍ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦକୁ ଭେଟିଥିଲେ । ଠଣାପଲୀ କ୍ଲବ ୧-୦ ଗୋଲ ସ୍କୋର କରି ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜି ଅତିଥିଭାବେ ସମାଜସେବୀ ପୂର୍ବତନ ସରପଂଚ ବୈକୁଣ୍ଠ ମାର୍ଥା,ମାନସ ଶେଖର ରାଉତରାୟ ଓ ସମାଜସେବୀ ରଘୁନାଥ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳକୁ ଫକିର ନିସଂକ୍, ହୃଦାନନ୍ଦ ମହତରାୟ, ଶରତ ଛୋଟରାୟ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

 

Leave a Reply

Your email address will not be published.