Wednesday , May 31 2023
Breaking News
Home / ରାଜନୀତି / ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର, ୧୯/୧୦/୨୦୨୨(ଓଡ଼ିଶା ସମାଚାର)- ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ରାଜୁ ଦାସ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ କରାଗଲା ।

ସୂଚନା ଥାଉକି, ଧାମନଗର ଉପ-ନିର୍ବାଚନରେ ବିଜେଡିରୁ ଅବନ୍ତୀଙ୍କୁ ପ୍ରାର୍ଥୀ କରାଯିବା ପରେ ଅସନ୍ତୁଷ୍ଟ  ରାଜେନ୍ଦ୍ର ପ୍ରସାଦ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

Leave a Reply

Your email address will not be published.