ନିରାକାରପୁର, ୧୯/୧୦: ନିରାକାର ପୁର ଥାନା ଅଞ୍ଚଳରେ ଦିନ କୁ ଦିନ ଝିଅ ମାନଙ୍କୁ କମେଣ୍ଟ ମରାବଢି ଚାଲିଛି । ସୁଚନା ଅନୁଯାୟୀ ଚଳିତ ମାସ ୧୮ତାରିଖ ରେ ନିରାକାର ପୁର ଥାନା ଅଞ୍ଚଳରେ ଝିଅମାନଙ୍କୁ ବିଚ୍ ରାସ୍ତା ରେ ଯିଵାଆସିବା ବେଳେ କମେଂଣ୍ଟ ମାରି ରୋଡ଼ ରୋମିଓ ବିଭୁତି ଭୁଷଣ ବେହେରା ଵଘେଇପୁଟ ପିଣ୍ଟୁ କୋଦମାନସି ଵଡପୋଖରିଆ ଦୁଇ ଜଣଙ୍କୁ ନିରାକାର ପୁର ପୋଲି ଦୁଇ ଜଣଙ୍କୁ ଙ୍କୁ କେଶ ନମ୍ବର ୨୦୦/୨୨ ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।