Wednesday , May 31 2023
Home / କ୍ରୀଡ଼ା / ଅଲ୍ ଇଣ୍ଡିଆ ନାସନାଲ୍ ଡିଭିଜନ -୨ ରଗବୀ- ୧୫ ସାଇଡ ମ୍ୟାଚ୍ ପାଇଁ ଯାଜପୁର ରୁ ୬ ଖେଳାଳୀ  

ଅଲ୍ ଇଣ୍ଡିଆ ନାସନାଲ୍ ଡିଭିଜନ -୨ ରଗବୀ- ୧୫ ସାଇଡ ମ୍ୟାଚ୍ ପାଇଁ ଯାଜପୁର ରୁ ୬ ଖେଳାଳୀ  

ଯାଜପୁର ୧୯/୧୦/୨୦୨୨(ଓଡ଼ିଶା ସମାଚାର)- କିସ୍ , ଭୁବନେଶ୍ବର ଠାରେ ରଗବୀ ଇଣ୍ଡିଆ ଦ୍ଵାରା  ଆୟୋଜିତ ହେଉଥିବା ଜାତୀୟ ଡିଭିଜନ-୨  ରଗବୀ  -୧୫ ସାଇଡ ରେñଭାଗ ନେଉଥିବା ଓଡ଼ିଶାରୁ ଏକମାତ୍ର  କ୍ଲବ ଭୁବନେଶ୍ବର ରଗବୀ ଫୁଟବଲ କ୍ଲବ ତରଫରୁ ଯାଜପୁର ଜିଲ୍ଲାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି।  ସ୍ଥାନ ପାଇଥିବା ଖେଳାଳି ଅଜୟ ପ୍ରଧାନ, ବିଗ୍ନେଶ୍ୱର୍ ମଲ୍ଲିକ, ଲୋକନାଥ ସାହୁ, ବିଶାଲ ଚୌଧୁରୀ, ଆକାଶ ସାହୁ, ଜ୍ୟୋତିପ୍ରକାଶ ସାହୁ । ଯାଜପୁର ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ସଭାପତି ନାରାୟଣ ସାହୁ ଓ ସମ୍ପାଦକ ଭରତ ସାହୁ ସମସ୍ତ ଖେଳାଳୀ ଓ କୋଚ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published.