Thursday , June 1 2023
Breaking News
Home / ବିଶେଷ / ପ୍ରତୀକ ଭିଜନ ପକ୍ଷରୁ ଏକ ଖୁଦ୍ର ଚଳଚ୍ଚିତ୍ରର ସୁଟ

ପ୍ରତୀକ ଭିଜନ ପକ୍ଷରୁ ଏକ ଖୁଦ୍ର ଚଳଚ୍ଚିତ୍ରର ସୁଟ

ଯାଜପୁର,୧୮/୧୦/୨୦୨୨(ଓଡ଼ିଶା ସମାଚାର)- ଯାଜପୁର ର ଜଣାଶୁଣା ଥିଏଟର ଅନୁଷ୍ଠାନ ପ୍ରତୀକ ଭିଜନ ପକ୍ଷରୁ ଶେଷ ଠିକଣା ନାମକ ଏକ ଖୁଦ୍ର  ଚଳଚିତ୍ର ର ସୁଟିଂ ଗତ ସୋମବାର ଠାରୁ ଲଲବାଗ ଠାରେ ଆରମ୍ଭ ହୋଇଯାଇଅଛି । ସମାଜ କୁ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ର କୁ ଯୁବ ନିର୍ଦେଶକ ଓ ଲେଖକ ଶ୍ରୀ ପ୍ରସନ ବିଶ୍ୱାଳ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଇଛାମୟୀ ଧଳ ,ପିଙ୍କି , ଲିପିକା , ନୀଳାଦ୍ରି ସାହୁ , ସନ୍ତୋଷ ଙ୍କ ସହ ନିଜେ ପ୍ରସନ ମଧ୍ୟ ଅଭିନୟ କରୁଥିବା ଜଣାପଡ଼ିଛି । ଯୁବ କ୍ୟାମେରା ମ୍ୟାନ ସାନୁ ଙ୍କ କ୍ୟାମେରା ଲେନ୍ସରେ ଏହି ଚଳଚିତ୍ର ନିଶ୍ଚୟ ଦର୍ଶକଙ୍କ ମନକୁ ଆକୃଷ୍ଟ କରିପାରିବ ବୋଲି ସମସ୍ତ କଳାକାର ଆଶା ରଖିଛନ୍ତି ।

 

Leave a Reply

Your email address will not be published.