Wednesday , May 31 2023
Breaking News
Home / ତାଜା ଖବର / ଦାଦାବଟି ନଦେବାରୁ ଫାଷ୍ଟଫୁଡ଼ ଦୋକାନୀକୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଦାଦାବଟି ନଦେବାରୁ ଫାଷ୍ଟଫୁଡ଼ ଦୋକାନୀକୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୧୮/୧୦/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ଉପକଂଠ ଚକେଇସିଆଣିରେ ଦାଦାବଟି ନଦେବାରୁ ଜଣେ ଫାଷ୍ଟଫୁଡ଼ ଦୋକାନୀକୁ ଗୋଡ଼େଇ ଗୋଡ଼େଇ ହାଣିଲେ । ୪ ଜଣ ଦୁର୍ବୃତ ଏଭଳି କାଣ୍ଡ ଭିଆଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ପୁଲିସ ମିତ୍ର ଥିବା ସୂଚନା । ଏ ସମ୍ପର୍କରେ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ମଂଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.