Monday , June 5 2023
Breaking News
Home / ବିଶେଷ / ବିଡ଼ିଓ ଙ୍କ ନାମ ଫଳକରେ ତ୍ରୁଟି , କହିବା କାହାକୁ ? ଶୁଣିବ କିଏ?

ବିଡ଼ିଓ ଙ୍କ ନାମ ଫଳକରେ ତ୍ରୁଟି , କହିବା କାହାକୁ ? ଶୁଣିବ କିଏ?

ଯାଜପୁର,୧୭/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)- ଜଣେ ପ୍ରଶାସନିକ ଅଧିକାରୀ ଙ୍କ ନାମ ଫଳକ ତ୍ରୁଟି ଦର୍ଶାଉଛି କି ଏଠାରେ କିପରି ନିଜ ମାତୃଭାଷା କୁ କର୍ମଚାରୀ ମାନେ ସମ୍ମାନ ଦେଉଛନ୍ତି । ସୂଚନା ଅନୁଯାୟୀ ଏହି ତ୍ରୁଟିଟି ବରି ବ୍ଲକ ପରିସରରେ ଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ କକ୍ଷ ସମ୍ମୁଖରେ ଖୁଲମ ଖୁଲା ଦେଖିବାକୁ ମିଳିଛି ।

ଅଧିକାରୀଙ୍କ ନାମ ଚିନ୍ମୟ ଦାସ ହୋଇଥିବା ବେଳେ ଏଠାରେ ଚିନମୟ ଦାସ ଉଲ୍ଲେଖ କରାଯାଇଛି ଯାହାକି ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଖାଲି ସେତିକି ନୁହଁ ବରଂ ଏଠାରେ ସୂଚନା ଅଧିକାରୀ ଭାବେ ବିଡ଼ିଓ ହେଉଛନ୍ତି ପ୍ରାଥମିକ ଅଧିକାରୀ ହେଲେ ସେ କଥା ମଧ୍ୟ ଉଲ୍ଲେଖ ହୋଇ ନାହିଁ ଯାହାକି ଏହି ଆଇନ ଏଠାରେ ବାଟବଣା ହେଉଅଛି ବୋଲି ଜଣାପଡିଛି ।

Leave a Reply

Your email address will not be published.