Monday , June 5 2023
Breaking News
Home / ବିଶେଷ / ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ବିରାଟ ସ୍ବାସ୍ଥ୍ୟ ମେଳା

ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ବିରାଟ ସ୍ବାସ୍ଥ୍ୟ ମେଳା

ଖୋର୍ଦ୍ଧା,୧୬/୧୦/୨୦୨୨ (ଓଡ଼ିଶା ସମାଚାର / ଦୀପକ ପ୍ରଧାନ) : ଓଡ଼ିଶା ପ୍ରଗତିର କର୍ଣ୍ଣଧାର,ଓଡ଼ିଶାର ବାସୀଙ୍କ ସଙ୍କଟମୋଚକ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ପରିସରରେ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ବାନ ରେ ଓଡ଼ିଶା ମୋ ପରିବାର ଓ Sunshine Hospital ଭୁବନେଶ୍ୱର ଆନୁକୁଲ୍ୟରେ ଏକ ବିରାଟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯକ୍ରମ ରେ ଆଠଗୋଟି ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ୨୨୫ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି  ।

Leave a Reply

Your email address will not be published.