Wednesday , May 31 2023
Breaking News
Home / କୃଷି / ରଘୁନାଥଜୀୟୁ ପାଣି ପଂଚାୟତ ଗଠିତ

ରଘୁନାଥଜୀୟୁ ପାଣି ପଂଚାୟତ ଗଠିତ

ଭୁବନ ୧୫/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ,ଅରିଲୋ ଓ ଦଧିସିଙ୍ଗା ମୌଜାକୁ ନେଇ ଗଠିତ ରଘୁନାଥଜୀୟୁ ପାଣି ପଂଚାୟତ ଗଠିତ ହୋଇଯାଇଛି । ପ୍ରକାଶ ନାୟକ ସଭାପତି , ଯୁଗଳ ବେହେରା ସଂପାଦକ ଓ ପର୍ଶୁରାମ ପଣ୍ଡା କୋଷାଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଲିବୋ ସରପଂଚ ଶ୍ରୀମତୀ ସ୍ନିଗ୍ଧା ବାରିକ ,ବାଲିବୋ ସେବା ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ ,ବିଜେଡି ସଭାପତି ପ୍ରଶାନ୍ତ ରାଉତ , ଯୁବ ବିଜେଡି ସଭାପତି ପ୍ରଭାତ ବେହେରା ଙ୍କ ତତ୍ୱାବଧାନରେ ଶୃଙ୍ଖଳିତ ଭାବେ ନିର୍ବାଚନ ହୋଇଥିଲା । ନୂତନ କର୍ମକର୍ତା ମାନଙ୍କୁ ସମବାୟ ସମିତି ସଭାପତି ମଳୟ ତ୍ରିପାଠୀ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.